ଯେପରି ମାୟା କରି ନେଲ ଜୀବନ ବିଷ ଦେଇ ନେଲ ମୋ ପ୍ରାଣ ଯେପରି ମାୟା କରି ନେଲ ଜୀବନ ବିଷ ଦେଇ ନେଲ ମୋ ପ୍ରାଣ
ସଂସାର ମାୟାରେ ବାନ୍ଧି ହୋଇ ଆଜି ଜୀଇଁଛି ଆଜି ମୁଁ ମରୀଚିକା ସାଜି ସଂସାର ମାୟାରେ ବାନ୍ଧି ହୋଇ ଆଜି ଜୀଇଁଛି ଆଜି ମୁଁ ମରୀଚିକା ସାଜି
ଲୁହ ଲୁହ
ଦିଗନ୍ତ ସେପାରି ରାଇଜ ଦିଗନ୍ତ ସେପାରି ରାଇଜ
ମିଛ ମାୟା ଏହି ସଂସାରଟା ପରା କେହି ନୁହେଁ ପୁଣି କାର, ମୁଁ ମୁଁ ବୋଲି ଶବଦ ଘାରୁଛି ମିଛ ମାୟା ଏହି ସଂସାରଟା ପରା କେହି ନୁହେଁ ପୁଣି କାର, ମୁଁ ମୁଁ ବୋଲି ଶବଦ ଘାରୁଛି
କେବେ ଓଠ ତଳ ହସ କେବେ ଯନ୍ତ୍ରଣା ପାଉଁସ କେବେ ସୁଖର ପୀୟୁଷ କେବେ ଅଫେରା ବୟସ... କେବେ ଓଠ ତଳ ହସ କେବେ ଯନ୍ତ୍ରଣା ପାଉଁସ କେବେ ସୁଖର ପୀୟୁଷ କେବେ ଅଫେରା ବୟସ...